New Odia Kabita - ପଢନ୍ତୁ ନୂଆ କବିତା






ମୁଁ ଦିନସାରା ଯେତେ ଲୋକଙ୍କ ସାଥିରେ ବି କଥା ହୁଏନା କାହିଁକି ହେଲେ ମୋ ହୃଦୟ ସେତେବେଳ ଖୁସି ହୋଇଯାଏ ‌। ଯେତେବେଳେ ମୁଁ ତୁମ ସାଥିରେ କଥା ହୋଇଥାଏ ମୋତେ ଖୁସି ଲାଗେ ଯେବେ ମୋ କଥା ଚିନ୍ତା କରିଥାଅ।  ତୁମ ଚେହେରା ତ ବହୁତ ସୁନ୍ଦର  ହେଲେ ତୁମ ହୃଦୟ ତା ଠାରୁ ବି ଅଧିକ ସୁନ୍ଦର କାହା ସାଥିରେ ଯଦି କଥା ହୁଏତ କଥା ସରିଯାଏ। କିନ୍ତୁ ତୁମ ସାଥିରେ କଥା ହେଲେ ଆହୁରି ଅଧିକ କଥା  ହେବାକୁ ଇଚ୍ଛା ହୋଇଥାଏ। ମୋ ମନ କୁ ମୋଠାରୁ ତୁମେ ଅଧିକ ବୁଝିଛ। ମୁଁ ଯେତେବି tention ରେ ଥାଏନା କାହିଁକି ତୁମେ ମୋତେ ସବୁବେଳେ ହସେଇ ଦେଇଛ । ଏବେ ମୁଁ ଚାହିଁକି ବି ତୁମ ଠାରୁ ଦୂରେଇ ରହିପାରୁନି । ଜୀବନ ସାରା କେବଳ ତୁମ ସାଥିରେ ରହିବାକୁ ଚାହୁଁଛି।  ତୁମକୁ ମୁଁ ମୋ ଜୀବନସାଥି କରିବାକୁ ଚାହୁଁଛି ........  ।


odia kabita - odia kavita, odia katha, kabita odia, sad odia kabita, odia sad love kabita, guru odia kabita, odia kabita love, odia kabita lekha, kabita odia love, odia kabita text, odia kabita new

Post a Comment

0 Comments